ଶିଶୁ ଥଇଥାନ କେନ୍ଦ୍ରରେ କରୋନା: ୧୦ ଶିଶୁ ସଂକ୍ରମିତ, ବିପଦରେ ୭୨୪ ଶିଶୁ

କଟକ : କରୋନାର ଦ୍ବିତୀୟ ଲହର କଟକ ଜିଲ୍ଲାରେ ଉଦ୍‌ବେଗଜନକ ସ୍ଥିତି ସୃଷ୍ଟି କରିଛି। ପ୍ରଥମଥର ପାଇଁ କଟକ ଜିଲ୍ଲା ଶିଶୁ ଥଇଥାନ କେନ୍ଦ୍ର (ସିସିଆଇ)ରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏକକାଳୀନ ୧୦ ଜଣ ଶିଶୁ କରୋନା ପଜିଟିଭ୍ ଚିହ୍ନଟ ପରେ କେନ୍ଦ୍ରରେ ଥିବା ମୋଟ ୭୨୪ ଶିଶୁଙ୍କ ପ୍ରତି ଏବେ ବିପଦ ବଢ଼ିଯାଇଛି। କରୋନାର ପ୍ରଥମ ଲହରରେ କେହି ଜଣେ ବି ଶିଶୁ ଥଇଥାନ କେନ୍ଦ୍ରରେ ସଂକ୍ରମିତ … Continue reading ଶିଶୁ ଥଇଥାନ କେନ୍ଦ୍ରରେ କରୋନା: ୧୦ ଶିଶୁ ସଂକ୍ରମିତ, ବିପଦରେ ୭୨୪ ଶିଶୁ